{"product_id":"7-mindsets-for-success-happiness-fulfilment-odia","title":"7 Mindsets for Success Happiness \u0026 Fulfilment - Odia Edition","description":"\u003cp\u003eବିଚାର ଏବଂ ଭାବନା ଯାହାକି ସମୟ ସହିତ ଦୃଢ ଓ ଅବିଚଳିତ ଭାବରେ କର୍ମରତ ରହିଥାଏ ତାହା ଏକ ଦୃଷ୍ଟିକୋଣରେ କଠୋର ହୋଇ ଯାଇଥାଏ | ଯଦି ଆପଣ ଗୋଟିଏ ମନୋଭାବ ସହିତ ଯଥେଷ୍ଟ ଅଧିକ ସମୟ ରହୁଛନ୍ତି , ତେବେ ଏହା ଅନ୍ୟ ଏକ ସ୍ଵଭାବରେ ପରିଣତ ହୋଇଯିବ – ଏକ ମାନସିକତା | ଭୁଲ ମାନସିକତା ଆପଣଙ୍କୁ ସନ୍ତୋଷ, ଆନନ୍ଦ, ଜ୍ଞାନର ପଥରୁ ଦୂରେଇ ନେଇପାରେ | ସଠିକ ଆପଣଙ୍କୁ ସଫଳତା ତଥା ପୂର୍ଣ୍ଣତାର ପଥ ଏବଂ ଏକ ଅସାଧାରଣ ଜୀବନ ପ୍ରତି ଈଶାରା କରିବ | ବିଜ୍ଞାନକୁ ବୈଦିକ ଶାସ୍ତ୍ର ଏବଂ ତର୍କଶାସ୍ତ୍ର ସହିତ ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟି ସହକାରେ ସମିଶ୍ରଣ କରି ସ୍ଵାମୀ ମୁକୁନ୍ଦାନନ୍ଦ ୭ଟି ମାନସିକତାର ରହସ୍ୟ ଉନ୍ମୋଚନ କରିଛନ୍ତି – ମନ ଏବଂ ବୁଦ୍ଧିକୁ ତାଲିମ କରିବା ତଥା ଏଥି ମଧ୍ୟରେ ଥିବା ଅପାର ସମ୍ଭାବନାକୁ ଖୋଲିବାର ୭ଟି କୌଶଳ | ଆଇଆଇଟି ଏବଂ ଆଇଆଇଏମ ର ପ୍ରାକ୍ତନ ଛାତ୍ର, ସ୍ବାମୀଜୀ ମନ ପ୍ରବନ୍ଧନ ଏବଂ ଜୀବନ ପରିବର୍ତ୍ତନ ନିମିତ୍ତ ଏହି ଶକ୍ତିଶାଳୀ ତଥାପି ସରଳ କୌଶଳଗୁଡିକ ବୈଦିକ ଶାସ୍ତ୍ର ପ୍ରତି ତାଙ୍କର କେତେକ ଦଶନ୍ଧି ଧରି ଦକ୍ଷତାରୁ ଉପସ୍ଥାପନ କରିଛନ୍ତି |\u003c\/p\u003e","brand":"JKYog India","offers":[{"title":"Default Title","offer_id":41892436377645,"sku":"JKY-1018","price":12.0,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0325\/5084\/6509\/products\/7Mindsets_Odia.png?v=1700577924","url":"https:\/\/jkyoggiftshop.myshopify.com\/products\/7-mindsets-for-success-happiness-fulfilment-odia","provider":"JKYogGiftshop","version":"1.0","type":"link"}